ଶୋଧ କରିବା
ଦେଖଣା
ଶୋଧ କରିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ସଂସ୍କୃତ - ଶୁଧ ଧାତୁ)— ଶୁଝିବା; ପରି— ଶୋଧ କରିବା — ୧. To pay off or clear off (debts).
- ୨. ମନ୍ଦିର ଆଦିକୁ କୌଣସି ବିଶିଷ୍ଟ ଯାତ୍ରୀ ବା ପରଦାନସିନ ସ୍ତ୍ରୀ ଯିବା ସମୟରେ ସେଠାରୁ ଅନ୍ୟ ସମସ୍ତ ଯାତ୍ରୀଙ୍କୁ ବାହାର କରି ଦେବା —୨. Drive away ordinary people from a temple when a particular personge or female visits the god.
- ୩. ଘର ତିଆରି କରିବା ପୂର୍ବରୁ ମୂଳ— ଦୁଆର ମାଟିକୁ ଉତ୍ତମରୂପେ ଚଷିବା ଓ ଗଭୀରରୂପେ ଖୋଳିବା — ୩. To dig deep the earth before laying the foundation of a house.