Jump to content

ଶୋଭନ

ଉଇକିଅଭିଧାନ‌ରୁ

ଶୋଭନ

ଉଚ୍ଚାରଣ

[ସମ୍ପାଦନା]
[ଶୋଭନା—ସ୍ତ୍ରୀ] (ଶାଭନୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଣ— (ଶୁଭ ଧାତୁ=ଶୋଭା ପାଇବା+କର୍ତ୍ତୃ. ଅନ)

[ସମ୍ପାଦନା]
୧. ଶୋଭାଯୁକ୍ତ; ଉଜ୍ଜ୍ୱଳ, ଦୀପ୍ତିଶାଳୀ — ୧. Shining; splendid.
୨. ମନୋହର ମନୋଜ୍ଞ; ସୁନ୍ଦର — ୨. Beautiful; charming.
୩. ଶୋଭନୀୟ — ୩. Becoming; befitting;seeming.
୪. ଶୋଭାଜନକ — ୪. Causing beauty.

ବିଶେଷ୍ୟ -

[ସମ୍ପାଦନା]

ଜ୍ୟେତିଷୋକ୍ତ ଯୋଗବିଶେଷ — A sort of astrological conjunction.

[ଦ୍ରଷ୍ଟବ୍ୟ —ଏହା ୨୭:ଟି ଯୋଗ ମଧ୍ୟରୁ ୫ମ ଓ ଶୁଭକର ଯୋଗ ଏହି ଯୋଗରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଦକ୍ଷ, ଶତ୍ରୁ— ଦମନକାରୀ, ଧନୀ, ସୁନ୍ଦରଶରୀର, ସୁଧୀର ଓ ପ୍ରବୀଣ ହୁଏ— ବିଶ୍ୱକୋଷ]

୨. ଗ୍ରହ — ୨. Planet.
୩. ପଦ୍ମ — ୩. Lotus.

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କ ନାମ — Name given to males.