Jump to content

ଶୋଭନୀୟ

ଉଇକିଅଭିଧାନ‌ରୁ

ଶୋଭନୀୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ— (ଶୁଭ ଧାତୁ+କର୍ତ୍ତୃ. ଅନୀୟ)

[ସମ୍ପାଦନା]
୧. ଶୋଭା ପାଇବାର ଯୋଗ୍ୟ ବା ଉଚିତ — ୧. Becoming; befitting.
୨. ସୁନ୍ଦର —୨. Beautiful; graceful.