ଶୋଭାଞ୍ଜନ
ଦେଖଣା
ଶୋଭାଞ୍ଜନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)
[ସମ୍ପାଦନା](ବହୁବ୍ରୀହି, ଶୋଭା ହୋଇଅଛି ଅଞ୍ଜନ=ନେତ୍ର ରଞ୍ଜନ ଉଜ୍ଜ୍ୱଳ ପରି ରଞ୍ଜକ ଯାହାର; ଶୋଭା=ସୁନ୍ଦର ଅଞ୍ଜନ ହୁଏ ଯହିଁରୁ; ଏଗଛର କୋମଳ ପତ୍ରରୁ ନେତ୍ର ହିତକର ଅଞ୍ଜନ ତିଆରି ହୁଏ) ଶିଗ୍ରୁ; ଶଜନା ଗଛ — The horse;<? ?> radish tree— Hyperanthera Morings.
[ଦ୍ରଷ୍ଟବ୍ୟ —ଶ୍ୟାମ ବା ନୀଳ ଶ୍ୱେତ ଓ ରକ୍ତ ଭେଦରେ ଏହା ୩ ପ୍ରକାର ଶଜନା ତଳେ ନୋଟ ଦେଖ]