ଶୋଭାଞ୍ଜନ ପୁଷ୍ପ
ସଜନା ଫୁଲ — The flowers of the moringa tree.
[ଦ୍ରଷ୍ଟବ୍ୟ — ବୈଦ୍ୟଶାସ୍ତ୍ର ମତରେ ଏହା କଟରସ, ତୀକ୍ଷ୍ଣ,ଉଷ୍ଣବୀର୍ଯ୍ୟ, ସ୍ନାୟୁଶୋଥ କାରକ ଏବଂ କୃମି,କଫ,ବାୟୁ,ବିଦ୍ରଧି, ପ୍ଳିହା ଓ ଗୁଳ୍ମନିବାରକ ରକ୍ତ ଶଜନାଫୁଲ ଚକ୍ଷୁର ହିତକର ଓ ରକ୍ତପିତ୍ତ ପ୍ରସାଦକ]