ଶୋଭାଞ୍ଜନ ଫଳ
ଶଜନା ଛୁଇଁ — The pods of the moringa tree.
[ଦ୍ରଷ୍ଟବ୍ୟ —ବୈଦ୍ୟକ ମତରେ ଏହା ମଧୁରକଷାୟରସ; ଅଗ୍ନିଦୀପକ,କଫ,ପିତ୍ତ, ଶୂଳ,କୁଷ୍ଠ,କ୍ଷୟ ଓ ଶ୍ୱାସ ବିନାଶକ]