Jump to content

ଶୋଭାଞ୍ଜନ ବୀଜ

ଉଇକିଅଭିଧାନ‌ରୁ

ଶୋଭାଞ୍ଜନ ବୀଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସଜନା ଛୁଇଁର ମଞ୍ଜି — The seeds of the pods of the morninga tree.

[ଦ୍ରଷ୍ଟବ୍ୟ —ଏହାକୁ ଶ୍ୱେତ ମରିଚ କହନ୍ତି ଏହା ଚକ୍ଷୁ ପକ୍ଷରେ ହିତକର ଏହା ତୀକ୍ଷ୍ଣ,ଉଷ୍ଣବୀର୍ଯ୍ୟ,ବିଷଘ୍ନ, ଅଦୃଶ୍ୟ,କଫ ଓ ବାୟୁନାଶକ ଏହାର ନସ୍ୟଦ୍ୱାରା ଶିର ରୋଗ କମିଯାଏ]