ଶୋଭାପୁରୀ
ଶୋଭାସଦନ; ସୁନ୍ଦରୀ — Beautiful (lady).
[ଦ୍ରଷ୍ଟବ୍ୟ —ଦମ୍ଭକୁ କି କରି କରି ଗତି ନେତ୍ର ଥରି ଥରି ପୁଲକରେ ଶୋଭାପୁରୀ ପୂରି ଭଞ୍ଜ. ପ୍ରେମ— ସୁଧାନିଧି]