Jump to content

ଶୋଭାବର୍ଦ୍ଧକ

ଉଇକିଅଭିଧାନ‌ରୁ

ଶୋଭାବର୍ଦ୍ଧକ

ଉଚ୍ଚାରଣ

[ସମ୍ପାଦନା]

(ଶୋଭାବର୍ଦ୍ଧନ, ଶୋଭାବୃଦ୍ଧି—ବିଶେଷ୍ୟ)

ସଂସ୍କୃତ - ବିଶେଷଣ - (ଉପପଦ ତତ୍)

[ସମ୍ପାଦନା]

ଯାହା ଦୀପ୍ତି ବା ସୌନ୍ଦର୍ଯ୍ୟକୁ ବୃଦ୍ଧି କରେ — Increasing or adding to the lustre,beauty or grace of a thing.