Jump to content

ଶୋଭା ଜନକ

ଉଇକିଅଭିଧାନ‌ରୁ

ଶୋଭା ଜନକ

ଉଚ୍ଚାରଣ

[ସମ୍ପାଦନା]
(ଶୋଭା ଜନିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଉପପଦ ତତ୍)

[ସମ୍ପାଦନା]
୧. ଦୀପ୍ତିଉତ୍ପାଦକ ୧. Producing lustre.
୨. ସୌନ୍ଦର୍ଯ୍ୟ ଉତ୍ପାଦକ — ୨. Producing beauty.