ଶୋଭିତ
ଦେଖଣା
ଶୋଭିତ
ଉଚ୍ଚାରଣ
[ସମ୍ପାଦନା](ଶୋଭିତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶୋଭା+ଯୁକ୍ତାର୍ଥେ ଇତ)
[ସମ୍ପାଦନା]- ୧. ଶୋଭା— ଯୁକ୍ତ — ୧. Beautiful; graceful; charming.
- ୨. ଭୂଷିତ; ସଜ୍ଜିତ — ୨. Adorned; decked.
- ୩. ସୁନ୍ଦରୀକୃତ — ୩. Beautified.
ବିଶେଷ୍ୟ - (ଶୁଭ ଧାତୁ+ଭାବ. ତ)
[ସମ୍ପାଦନା]ଶୋଭା — Charm; brilliance.