ଶୋଲ ଟିପେଇ
ଦେଖଣା
ଶୋଲ ଟିପେଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୋଲ ଟିପେଇ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଦଉଡ଼ିର ଦୁଇ ପାଖରେ ଗୁଡ଼ିଏ ଶୋଲ ଏକତ୍ର ବନ୍ଧା ହୋଇଥିବା ଭାସମାନ ପଦାର୍ଥ ବା ଭୋଳା —A float made of ṡola.
[ଦ୍ରଷ୍ଟବ୍ୟ — ଏହାର ମଝି ଦଉଡ଼ି ଉପରେ ଘୋଡ଼ା ଚ଼ଢ଼ିଲା ପରି ବସିଲେ ମନୁଷ୍ୟ ବୁଡ଼ିଯାଏ ନାହିଁ]