Jump to content

ଶୋଲ ଠିପି

ଉଇକିଅଭିଧାନ‌ରୁ

ଶୋଲ ଠିପି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଶୋଇବିଣ୍ଡା—ଅନ୍ୟରୂପ)

ଦେଶଜ - ବି

[ସମ୍ପାଦନା]

ବୋତଲ ଆଦିର ମୁଣ୍ଡରେ ଦିଆଯିବା ଶୋଲର ଖିଲ —A stopper for bottles made of 'ṡola.'

[ଦ୍ରଷ୍ଟବ୍ୟ — କାନରେ ଶୋଲବିଣ୍ଡା ମାରିବା, ଅନ୍ୟ ମନସ୍କ ହୋଇ କିଛି କଥା ନ ଶୁଣିବା ଲୋକଙ୍କୁ ଲୋକେ କହନ୍ତି 'ତୁ କଣ କାନରେ ଶୋଲବିଣ୍ଡା ମାରି— ଥିଲ]