ଶୋଷ
ଦେଖଣା
ଶୋଷ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଶୁଷ୍ ଧାତୁ ଣିଟ୍ ଶୋଷି ଧାତୁ= ଶୁଷ୍କ ହେବା+ ଭାବ, ଅ)
[ସମ୍ପାଦନା]- ୧. ଶୁଷ୍କତା —୧. Dryness.
- ୨. ନୀରସତା —୨. Saplessness.
- ୩. ଶୋଷଣ; ରସାକର୍ଷଣ —୩. Sucking of juice.
- ୪. ତୃଷ୍ଣା;ପିପାସା —୪. Thirst.
- ୫. (+କରଣ ଅ)— କ୍ଷୟରୋଗ; ଯକ୍ଷ୍ମା —୫. Consumption; physis.
=== ଦେଶଜ - ବିଶେଷ୍ୟ -
(ଲକ୍ଷଣାର୍ଥ) କୈଣସି ବିଷୟ ପାଇଁ ଅଭିଳାଷ — ୧. (Figurative) Desire for anything.
- ୨. ଲୋଭ —୨. Avarice.