ଶୋଷଣ ଅସ୍ତ୍ର
ଦେଖଣା
ଶୋଷଣ ଅସ୍ତ୍ର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୋଷଣ ଅସ୍ତ୍ର
|
(ଶୋଷଣାସ୍ତ୍ର—ସଂସ୍କୃତ - ରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୋଷଣାସ୍ତ୍ର)
[ସମ୍ପାଦନା]ଯେଉଁ ଅସ୍ତ୍ର ଅନ୍ୟ ଅସ୍ତ୍ରପ୍ରେରିତ ବାରିଧାରାକୁ ଶୁଖାଇଦିଏ —The contrary arrow which dries up tge water flowing from the adversary's bows.
[ଉ. ଇନ୍ଦ୍ର ଦେଇଥିଲେ ଶୋଷଣ ଅସ୍ତ୍ର ମତେ, ଧାରା ନଶ ପାଇଁ ତା ବିନ୍ଧିଲି ତୁରିତେ— କୃଷ୍ଣସିଂହ ମହାଭାରତ ବନ]