Jump to content

ଶୋଷା

ଉଇକିଅଭିଧାନ‌ରୁ

ଶୋଷା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
(ଶୋଷୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଶୋଷିବା କ୍ରିୟା —୧. Act of sucking up.
୨. ଅତିରିକ୍ତ ଦାହ ଓ ତୃଷ୍ଣା ରୋଗ — ୨. A disease accompani ed by a feeling of excessive thirst and burning.
୩. ଅତ୍ୟନ୍ତ ତୃଷ୍ଣା —୩. Excessive thirst.
୪. ଗୋଲପାଟି ପୁଲିବା ରୂପ ଗୋରୁମାନଙ୍କର ରୋଗ ବିଶେଷ —୪. A cattle disease by which the cow has inflamation of the throat.
୫. (ସଂସ୍କୃତ - ଶୁଷାର) କାଠମଧ୍ୟରେ ପୋଲ —୫. Hollow in a log of wood.

ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଅତି ଧନଲୋଭୀ —୧. Very avari cious.
୨. ପ୍ରଜା ଆଦିଙ୍କଠାରୁ ଯେ ଅତିରିକ୍ତ ରୁପେ ଧନାଦି ବଳପୂର୍ବକ ନିଏ —୨. Extorting money.