ଶୋଷିତ
ଦେଖଣା
ଶୋଷିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ -(ଶୁଷ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ନୀରସ୍ତ୍ରୀକୃତ —୧. Made sapless.
- ୨. ଯହିଁରୁ ରକ୍ତ ବା ଜଳଆଦି ଶୋଷା ଯାଇଅଛି; କୃତଶୋଷଣ — ୨. That from which blood or water has been Sucked up.
- ୩. ଶୁଷ୍କୀକୃତ —୩. Dried up; from whcih water has evaporated or been drained away.