ଶୋଷିବା
ଦେଖଣା
ଶୋଷିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୋଷିବା
|
ଦେଶଜ - କ୍ରି—(ସଂସ୍କୃତ - ଶୁଷ୍ ଧାତୁ)
[ସମ୍ପାଦନା]- ୧. ପଦାର୍ଥରୁ ଜଳାଦି ଶୋଷିବା —୧. To draw out water or sap or juice.
- ୨. (ମୁହଁ ଦ୍ୱାରା) ଚୋଷିବା — ୨. To Suck with the mouth.
- ୩. (ପ୍ରାଣ) କାଢ଼ି ନେବା —୩. To draw out (life)
[ଉ— ଖାର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୋତନା କଳାକଳେଇବର ଚଉତିଶା]
- ୪. ସୁହୁଷିବା; ଆକ୍ରମଣାର୍ଥ ଅଗ୍ରସର ହେବା — ୪. To advance to attack.
[ଉ— ବ୍ୟାଳ ସମୂହକୁ ତ୍ରାସି; ସିଂହକି ଘଉଡ଼ି ଆସି, ଶୋଷୁଂ ଦନ୍ତେ ଉଠି ସୌମିତ୍ରେୟ ଭଞ୍ଜ. ବୈଦେହୀଶବିଳାସ]