ଶୋଷୀ
ଦେଖଣା
ଶୋଷୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ଶୋଷିଣୀ—ସ୍ତ୍ରୀ]
ସଂସ୍କୃତ - ବିଶେଷଣ - ପୁଂ—(ଶୋଷ୍ ଧାତୁ+ଇନ୍; ୧ମା. ୧ବ)
[ସମ୍ପାଦନା]ତୃଷାର୍ତ୍ତ —Thirsty.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ତୃଷିତ ବ୍ୟକ୍ତି — ୧. Thirsty person.
- ୨. (ଶୁଷ୍ ଧାତୁ, ତୁଳ. ସଂସ୍କୃତ - ଶୁଷିର= ଛିଦ୍ର) କାଠ ମଧ୍ୟରେ ଥିବା ପୋଲ —୨. The hollow running length- wise through the inside of a log of wood.