Jump to content

ଶୋଷୟିତା

ଉଇକିଅଭିଧାନ‌ରୁ

ଶୋଷୟିତା

ଉଚ୍ଚାରଣ

[ସମ୍ପାଦନା]
(ଶୋଷୟତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଣ—(ପୁଂ)—(ଶୁଷ ଧାତୁ ଣିଚ—ଶୋଷି ଧାତୁ+ କର୍ତ୍ତୃ. ତୃ. ୧ମା. ୧ବ)

[ସମ୍ପାଦନା]
୧. ଯେ ଶୋଷଣ କରେ —୧. Sucking up.
୨. ଯେ ଶୁଖାଇଦିଏ —୨. Drying up water from any thing.