ଶୋଷ ମରିବା
ଦେଖଣା
ଶୋଷ ମରିବା
ଉଚ୍ଚାରଣ
[ସମ୍ପାଦନା](ଶୋଷ ମରିଯିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଶୋଷ ମରିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଜଳ ନ ପିଇବାଦ୍ୱାରା ମନକୁ ତୃଷା ନିବୃତ୍ତି ହେବା —The subsidence of thirst by not drinking water when one feels thirsty.
ଶୋଷ ମରିବା
(ଶୋଷ ମରିଯିବା—ଅନ୍ୟରୂପ)
|
ଜଳ ନ ପିଇବାଦ୍ୱାରା ମନକୁ ତୃଷା ନିବୃତ୍ତି ହେବା —The subsidence of thirst by not drinking water when one feels thirsty.