Jump to content

ଶୋଷ ମାରିବା

ଉଇକିଅଭିଧାନ‌ରୁ

ଶୋଷ ମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଜଳପାନଦ୍ୱାରା ନିଜର ତୃଷାନିବୃତ୍ତି କରିବା —୧. To quench thirsty by drinking water.
୨. ଜଳପାନ ନ କରିବାଦ୍ୱାରା ନିଜର ତୃଷା ନିବୃତ୍ତି କରିବା —୨. To let the thirst die out by desisting from drinking water when one feels thirsty.