ଶୋହି
ରୋହି ଜାତୀୟ ଏକ ପ୍ରକାର ମାଛ —A kind of fish allied to the Rohi fish.
[ଦ୍ରଷ୍ଟବ୍ୟ — ରୋହି ମାଛର ପିତ୍ତ ପରି ଏ ମାଛର ପିତ୍ତ ସନ୍ନିପାତ ରୋଗରେ ଉପକାରୀ]