Jump to content

ଶୋହିବା

ଉଇକିଅଭିଧାନ‌ରୁ

ଶୋହିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି—(ସଂସ୍କୃତ - ଶୋଭା; ପ୍ରା. ସୋହା)

[ସମ୍ପାଦନା]
୧. ଶୋଭା ପାଇବା; ଦୀପ୍ତି ପାଇବା —୧. To shine

[ଉ—କନକ—ପୁଷ୍ପରାଜି ଶୋହେ ସ୍ତବକେ ରାଧାନାଥ. ମେଘଦୂତ]

୨. ଶୋଭାଯୁକ୍ତ ହେବା; ସୁନ୍ଦର— ରୂପେ ବିରାଜିତ ହେବା —୨. To exist with splendour
୩. ମାନିବା;ସାଜିବା ୩. To befit; to become; to suit.

ଅନୁବାଦ

[ସମ୍ପାଦନା]
୪. ଅଳଙ୍କୃତ କରିବା —୪. To adorn.