ଶୋ ବସ
ଦେଖଣା
ଶୋ ବସ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶୋ ବସ
|
ଦେଶଜ - ବି— (ସଂସ୍କୃତ - ଶୀ ଧାତୁ ଓ ବିଶ୍ ଧାତୁ)
[ସମ୍ପାଦନା]- ୧. ଶୋଇବା ଓ ବସିବା; ଶୟନ ଓ ଉପବେଶନ — ୧. Sleeping and sitting.
- ୨. ସ୍ତ୍ରୀ ପୁରୁଷଙ୍କର ପ୍ରେମ ଓ ସଙ୍ଗମ — ୨. Love-making and copulation.