Jump to content

ଶୌକର

ଉଇକିଅଭିଧାନ‌ରୁ

ଶୌକର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ— (ଶୁକର+ଅ)

[ସମ୍ପାଦନା]

ଶୂକର ସମ୍ୱନ୍ଧୀୟ — Relating to a hog.

ବିଶେଷ୍ୟ -

[ସମ୍ପାଦନା]

ତୀର୍ଥବିଶେଷ — Name of a sacred place.

[ଦ୍ରଷ୍ଟବ୍ୟ —ବରାହ ପୁରାଣରେ ଉକ୍ତ ଅଛି ଯେ, ଭଗବାନ୍ ବରାହ ଅବତାରରେ ଏହି ସ୍ଥାନରେ ଥାଇ ପୃଥିବୀକୁ ରସାତଳର ଉପରକୁ ଟେକି ଧରିଥିଲେ ଉକ୍ତ ପୁରାଣରେ ଏ ତୀର୍ଥର ମାହାତ୍ମ୍ୟ ବର୍ଣ୍ଣିତ ଅଛି—ବିଶ୍ୱକୋଷ]