Jump to content

ଶୌଚ ବିଧାନ

ଉଇକିଅଭିଧାନ‌ରୁ

ଶୌଚ ବିଧାନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି

[ସମ୍ପାଦନା]

ବେହ ଶୁଦ୍ଧି ନିମନ୍ତେ ନିର୍ଦ୍ଦିଷ୍ଟ ଶାସ୍ତ୍ରବିଧି — The rules enjoined by the sacred books about purifying the body; purificatory rites.

[ଦ୍ରଷ୍ଟବ୍ୟ — ଝାଡ଼ା ଫେରି ସାରି ଗୁହ୍ୟଦ୍ୱାରରେ ୭ଥର, ଲିଙ୍ଗରେ ୭ ଥର, ହାତରେ ୩ ଥର, ଗୋଡ଼ରେ ୩ ଥର ମାଟି ଲଗାଇ ଧୋଇବ; ୩ ଥର କୁଳୁକୁଞ୍ଚା କରିବ ଓ ୩ ଧର ମୁହଁ ଧୋଇବ ଓ ଅଣ୍ଟାପାଣି କରିବ ପରିସ୍ରା କରିସାରି ଲିଙ୍ଗକୁ ୩ ଥର ଜଳଦ୍ୱାରା ଧୋଇବା ଇତ୍ୟାଦି]