ଶୌଚ ବିଧି
ଦେଖଣା
ଶୌଚ ବିଧି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବେହ ଶୁଦ୍ଧି ନିମନ୍ତେ ନିର୍ଦ୍ଦିଷ୍ଟ ଶାସ୍ତ୍ରବିଧି — The rules enjoined by the secred books about purifying the body; purificatory rites.
[ଦ୍ରଷ୍ଟବ୍ୟ — ଝାଡ଼ା ଫେରି ସାରି ଗୁହ୍ୟଦ୍ୱାରରେ ୭ଥରସ ଲିଙ୍ଗରେ ୭ ଥର, ହାତରେ ୩ ଥର, ଗୋଡ଼ରେ ୩ ଥର ମାଟି ଲଗାଇ ଧୋଇବ; ୩ ଥର କୁଳୁକୁଞ୍ଚା କରିବ ଓ ୩ ଧର ମୁହଁ ଧୋଇବ ଓ ଅଣ୍ଟାପାଣି କରିବ ପରିସ୍ରା କରିସାରି ଲିଙ୍ଗକୁ ୩ ଥର ଜଳଦ୍ୱାରା ଧୋଇବା ଇତ୍ୟାଦି]