Jump to content

ଶୌଚ ହୀନ

ଉଇକିଅଭିଧାନ‌ରୁ

ଶୌଚ ହୀନ

ଉଚ୍ଚାରଣ

[ସମ୍ପାଦନା]
(ଶୌଚହୀନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଫୁ)

[ସମ୍ପାଦନା]
୧. ଶୁଦ୍ଧି ରହିତ —୧. Devoid of purity.
୨. ମଇଳା; ଅପରିଷ୍କୃତ —୨. Unclean.
୩. ଯେ ଦେହକୁ ଶୁଦ୍ଧ ଓ ପବିତ୍ର ରଖେ ନାହିଁ —୩. Impure in body.

(ଯଥା— ଝାଡ଼ା ଫେରିଆସି ପାଣି ନ ଘେନିବା; ଅଇଣ୍ଠାମୁହାଁ ନ ଧୋଇବା , ଦାନ୍ତ ନ ଘଷିବା, ନ ଗାଧୋଇବା ଲୋକକୁ ଶୌଚହୀନ ବୋଲାଯାଏ)