ଶୌଣ୍ଡ
ଦେଖଣା
ଶୌଣ୍ଡ
ଉଚ୍ଚାରଣ
[ସମ୍ପାଦନା](ଶୌଣ୍ଡା—ସ୍ତ୍ରୀ)
(ଶୌଣ୍ଡତା—ବି)
=== ସଂସ୍କୃତ - ବିଶେଷଣ - ପୁଂ. (ଶୁଣ୍ଡା=ମଦ+ରତ ବା ମର୍ତ୍ତାର୍ଥେ ଅ)
- ୧. ମର୍ତ୍ତ; ମତୁଆଲା —୧. Drunken; intoxi cated.
- ୨. ଅତ୍ୟାସକ୍ତ —୨. Addicted
- ୩. ବିଖ୍ୟାତ —୩. Famous; reputed
- ୪. ପ୍ରଗ୍ଲ୍ଭ; ପରାଭଭବସର୍ଥ (ବିଶ୍ୱକୋଷ) —୪. Arrogant.
=== ସଂସ୍କୃତ - ବି
- ୧. ଦେବଧାନ୍ୟ (ବିଶ୍ୱକୋଷ) — ୧. A kind of wild grain.
- ୨. କୁକ୍କୁଟ (ବିଶ୍ୱୋକୋଷ) —୨. Cock.