Jump to content

ଶୌଣ୍ଡକାଳୟ

ଉଇକିଅଭିଧାନ‌ରୁ

ଶୌଣ୍ଡକାଳୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି[୬ଷ୍ଠୀ ତତ୍, ଶୌଣ୍ଡିକ+ଆଳୟ]

[ସମ୍ପାଦନା]
୧. ମଦ୍ୟ ବିକ୍ରୟର ସ୍ଥାନ; ଶୁଣ୍ଡି ଦୋକାନ — ୧. Grogshop; tavern; dram shop
୨. ମଦ ତିଆରି ହେବା ସ୍ଥାନ —୨. A distillery.