ଶୌଣ୍ଡିକ

ଉଇକିଅଭିଧାନ‌ରୁ

ଶୌଣ୍ଡିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଶୌଣ୍ଡୀ—ଅନ୍ୟରୂପ)

ଶୌଣ୍ଡୀବା; ଶୌଣ୍ଡିନୀ—ସ୍ତ୍ରୀ 

ଅନୁବାଦ[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - ପୁଂ —(ଶୁଣ୍ଡା=ମଦ୍ୟ +ବିକ୍ରେତା ଅର୍ଥରେ ଇକ)

୧ : ଶୁଣ୍ଡି; ମଣ୍ଦ୍ୟ ପ୍ରସ୍ତୁତକାରୀ —୧. Distiller of wine; vintner.

୨. ମଦ୍ୟ ବିକ୍ରେତା —୨. Seller of wine; wine dealer.
୩. ମଦ୍ୟ ପ୍ରସ୍ତୁତକାରୀ ଓ ମଦ୍ୟ ବ୍ୟବସାୟୀ ନୀଚ ଜାତି ବିଶେଷ — ୩. A low caste among the Hindus whose profession is to distill and trade in wine.

[ଦ୍ରଷ୍ଟବ୍ୟ — ପରାଶର ସଂହିତାରେ ଲେଖା ଅଛି ଯେ., କୈବର୍ତ୍ତ ପିତାଠାରୁ ଗାନ୍ଧକ କନ୍ୟାର ଗର୍ଭରୁ ଏ ଜାତିର ଉତ୍ପତ୍ତି, ଓ ଶୋଣ୍ଡିକ ପିତାଠାରୁ କୈବର୍ତ୍ତ କନ୍ୟାର ଗର୍ଭରୁ ଉତ୍ପନ୍ନ ଉଜାତି ଶୋଚିକ ମନୁ (୪୨୧୬: ) ଲେଖିଛନ୍ତି, ଯେ କୁକୁର ପୋଷା [କୁକ ରିଆ,] ଶୌଣ୍ଡିକ, ରଜକ, ଲୁଗା ରଙ୍ଗେଇବା ଜାତି, ନୃଶଂସ ଓ ଯାହା ଘରେ ଉପଜାତି ଅଛି [ବ୍ୟଭିଚାରିଣୀ—ସ୍ତ୍ରୀ ବିଶିଷ୍ଟ ପରିବାରରକର୍ତ୍ତା] ତାଙ୍କ ଘରେ ଖାଇବ ନାହିଁ ଯାଜ୍ଞବଲ୍ୟ ଲେଖି ଅଛନ୍ତି

[୨୪୯: ] ଗୋପ, ଶୌଣ୍ଡିକ. ଶୌଳୂଷ; ରଜକ ଓ ବ୍ୟାଧ ଜାତିର ସ୍ତ୍ରୀମାନଙ୍କ ଋଣ ତତ୍ପତିଗଣଙ୍କ ପରିଶୋଧ କରିବା ଉଚିତ, କାରଣ ଉକ୍ତ ଜାତିମାନଙ୍କ ଜୀବିକା ସ୍ତ୍ରୀମାନଙ୍କ ଉପରେ ନିର୍ଭର କରେ ଅର୍ଥାତ୍ ଏହିମାନେ ହାଟୁଆଜାତି ଓ ଏମାନଙ୍କ ସ୍ତ୍ରୀମାନଙ୍କର ଅବରୋଧ ପ୍ରଥା ନାହିଁ ଓ ସ୍ତ୍ରୀ ମାନେ ତତ୍ତତ୍ ବ୍ୟବସାୟ ଜଳାନ୍ତି—ବିଶ୍ୱକୋଷ] 

=== ସଂସ୍କୃତ - ବିଣ [ଶୁଣ୍ଡିକ+ଅ]

ଶୁଣ୍ଡ଼ିବା ସମ୍ୱନ୍ଧୀୟ —Relating to the wine distiller.




above mentioned information are offensive to our caste ,so i want to remove above faulty information immediately from wikipedia.