Jump to content

ଶୌଦ୍ର

ଉଇକିଅଭିଧାନ‌ରୁ

ଶୌଦ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ (ଶୂଦ୍ର +ଅ)

[ସମ୍ପାଦନା]
୧. ଶୂଦ୍ର ସମ୍ୱନ୍ଧୀୟ — ୧. Relating to the ṡūdra caste.
୨. (ଶୁଦ୍ରା+ଅ) ଶୁଦ୍ରାଗର୍ଭଜାତ —୨. Born of a Ṡūdra mother.

ବିଶେଷ୍ୟ -

[ସମ୍ପାଦନା]

ବ୍ରାହ୍ମଣାଦି ଦ୍ୱିଜାତି ଔର— ସରେ ଶୂଦ୍ରାଗର୍ଭଜାତ ସନ୍ତାନ —A son born of a ṡūdra mother and a father of the three higher castes.

[ଦ୍ରଷ୍ଟବ୍ୟ — ହିନ୍ଦୁ ସ୍ମୃତିରେ ବର୍ଣ୍ଣିତ ଦ୍ୱାଦଶବିଧ— (ଔରସ,କ୍ଷେତ୍ରକ, ଦତ୍ତ, ଗୁଢ଼ୋତ୍ପନ୍ନ, କୃତ୍ତ୍ରମ, କ୍ରୀତ, ଅପବିଦ୍ଧ, କାନୀନ, ଶୌଦ, ପୁନର୍ଭବ, ସ୍ୱୟଂଦତ୍ତ, ସହୋଢ଼) ପୁତ୍ର ମଧ୍ୟରୁ ଏ ଏକତମ ବ୍ରାହ୍ମଣ , କ୍ଷତ୍ରିୟ ଓ ବୈଶ୍ୟ ପିତାଙ୍କର ସ୍ୱଜାତୀୟା ସ୍ତ୍ରୀ ଗର୍ଭଜ ସନ୍ତାନ ନ ଥିଲେ ଶୂଦ୍ରା ଭାର୍ଯ୍ୟାର ଗର୍ବଜାତ ସନ୍ତାନମାନେ ପିତୃତ୍ୟକ୍ତ ଧନର ଅଧିକାରୀ ହୁଅନ୍ତି]