ଶୌନକ
ଶୁକଦେବଙ୍କଠାରୁ ନୈମିଷାରଣ୍ୟରେ ପୁରାଣ ଶୁଣିଥିବା ମୁନିବିଶେଷ — Name of a sage who heard the Purāṇas from Ṡukadeba
[ଦ୍ରଷ୍ଟବ୍ୟ — ଏ ଜଣେ ବୈଦିକ ଆଚାର୍ଯ୍ୟ ଥିଲେ ଅନେକ ବୈଦିକ ଓ ଲୌକିକ ଗ୍ରନ୍ଥର ରଚୟିତାରୂପେ ଏ ପ୍ରସିଦ୍ଧ]