Jump to content

ଶୌବନ

ଉଇକିଅଭିଧାନ‌ରୁ

ଶୌବନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଶୁନ୍ +ସମ୍ୱନ୍ଧାର୍ଥେ. ଅ)

[ସମ୍ପାଦନା]

କୁକୁର ସମ୍ୱନ୍ଧୀୟ — Canine .

ସଂସ୍କୃତ - ବି

[ସମ୍ପାଦନା]
୧. (ଅପତ୍ୟାର୍ଥେ)— କୁକୁର ଛୁଆ —୧. Puppy (of a dog) .
୨. କୁକୁର ମାଂସ [ବିଶ୍ୱକୋଷ] —୨. Dog-meat.
୩. କୁକୁର ସମୁହ [ବିଶ୍ୱକୋଷ] —୩. A pack of dogs.