Jump to content

ଶୌବନ ଦନ୍ତ

ଉଇକିଅଭିଧାନ‌ରୁ

ଶୌବନ ଦନ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି

[ସମ୍ପାଦନା]

ଶ୍ୱଦନ୍ତ; ଉପର ଓ ତଳ ପାଟିରେ ଥିବା ଦୁଇଟି ଲେଖାଏଁ (ମୋଟରେ ଚାରିଟି) ଲମ୍ୱ ଦନ୍ତ — The canine teeth.

[ଦ୍ରଷ୍ଟବ୍ୟ —ଏ ଦାନ୍ତ ଛାମୁଦାନ୍ତ ଓ କଳଦାନ୍ତ ମଧ୍ୟରେ ଅବସ୍ଥିତ ଏହାଦ୍ୱାରା ଖାଦ୍ୟାଦି ଛେଦନ ଓ ଧାରଣ କରାଯାଏ]