ଶୌରସେନୀ
ଦେଖଣା
ଶୌରସେନୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ(ଶୂନଶେନ= ମଧୁରା+ଭବାର୍ଥେ ଅ+ ସ୍ତ୍ରୀ. ଈ)
[ସମ୍ପାଦନା]ମଥୁରାଦେଶ ସମ୍ୱନ୍ଧୀୟ —Relating to the country of Mathurā (in U. P).
ବିଶେଷ୍ୟ -
[ସମ୍ପାଦନା]ମଥୁରା ପ୍ରଚଳିତ ଭାଷା ବିଶେଷ; ବ୍ରଜବୋଲୀ ; ପ୍ରାଚୀନ ପ୍ରାକୃତ ଭାଷା ବିଶେଷ —Kind of old spoken dialect of Indian; the dialect spoken in Mathurā and Bṛundābana.