ଶୌରି
ଦେଖଣା
ଶୌରି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି(ଶୂର+ଅପତ୍ୟାର୍ଥେ ଇ)
[ସମ୍ପାଦନା]- ୧. ଶୂରସେନଙ୍କ ନାତି ଶ୍ରୀକୃଷ୍ଣ —୧. Ṡrīkṛushṇa , the grandson of Ṡūrasena.
- ୨. ବିଷ୍ଣୁଙ୍କ ନାମାନ୍ତର (ବିଷ୍ଣୁ ସହସ୍ର ନାମୋକ୍ତ) —୨. One of the names of Bishṇau.
- ୩. (ଶୂର=ସୂର୍ଯ୍ୟ+ଅପତ୍ୟାର୍ଥେ., ଇ) ଶନିଗ୍ରହ —୩. The planet saturn.
- ୪. ରାମାୟଣ ବର୍ଣ୍ଣିତ ମର୍ଗଟ ଯୁଥପତି —୪. One of the monkey generals described in the Rāmāyaṇa.
- ୫. ବଳଦେବ [ବିଶ୍ୱକୋଷ] —୫. Baḻadeba.
- ୬. ବାସୁ—ଦେବ [ବିଶ୍ୱକୋଷ] —୬. Bāsudeba
ଦେଶଜ - ବି(ପୁଂଓ ସ୍ତ୍ରୀ)
[ସମ୍ପାଦନା]ଲୋକଙ୍କ ନାମ —A name given to males and females.