Jump to content

ଶୌର୍ଯ୍ୟବାନ୍

ଉଇକିଅଭିଧାନ‌ରୁ

ଶୌର୍ଯ୍ୟବାନ୍

ଉଚ୍ଚାରଣ

[ସମ୍ପାଦନା]
(ଶୌର୍ଯ୍ୟବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ(ଶୌର୍ଯ୍ୟବତ୍ ଶବ୍ଦ; ଶୌର୍ଯ୍ୟ+ଅଛି ଅର୍ଥରେ ବତ୍; ୧ମା. ୧ବ)

[ସମ୍ପାଦନା]

ଶୌର୍ଯ୍ୟଶାଳୀ; ବୀର; ସାହସିକ —Valiant; brave.