ଶୌର୍ଯ୍ୟର୍ଜିତ
=== ସଂସ୍କୃତ - ବିଶେଷଣ - (ତୃତୀୟା ତତ୍; ଶୌର୍ଯ୍ୟ+ଅର୍ଜିତ)
ବିକ୍ରମଲବ୍ଧ; ଶୌର୍ଯ୍ୟଲବ୍ଧ୍ — Acquired by bravery