ଶୌର୍ଯ୍ୟ ସମ୍ପନ୍ନ
(ଶୌର୍ଯ୍ୟାନ୍ୱିତ—ଅନ୍ୟରୂପ)
(ଶୌର୍ଯ୍ୟସମ୍ପନ୍ନା, ଶୌର୍ଯ୍ୟନ୍ୱିତା—ସ୍ତ୍ରୀ)
ବୀରତ୍ୱଯୁକ୍ତ; ବିକ୍ରମୀ —Courageous; heroic.