Jump to content

ଶୌଳ୍କ

ଉଇକିଅଭିଧାନ‌ରୁ

ଶୌଳ୍କ

ଉଚ୍ଚାରଣ

[ସମ୍ପାଦନା]

(ଶୌଳ୍କିକ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ଶୁଳ୍କ+ଅ)

[ସମ୍ପାଦନା]

ଶୁଳ୍କ ସମ୍ୱନ୍ଧୀୟ — Relating to toll or tax.

ବି(ଫୁ).

[ସମ୍ପାଦନା]

ଶୁଳ୍କ ବା ଟିକସ୍ ଆଦାୟକାରୀ କର୍ମଚାରୀ —toll collector; tax collector; customs officer.