Jump to content

ଶ୍ଚ୍ୟୋତ

ଉଇକିଅଭିଧାନ‌ରୁ

ଶ୍ଚ୍ୟୋତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି (ଶ୍ଚୁତ୍ ବା ଦ୍ୟୁତ୍ ଧାତୁ+ଭାବ, ଅ)

[ସମ୍ପାଦନା]
୧. ପ୍ରାଘାର; କ୍ଷରଣ; ଟୋପା ଟୋପା ହୋଇ ପଡ଼ିବା —୧. Oozing; trickling out; dropping.
୨. ପ୍ରୋକ୍ଷଣ; ଜଳସେଚନ — ୨. sprinkling of water.