Jump to content

ଶ୍ମଶ୍ରୁ

ଉଇକିଅଭିଧାନ‌ରୁ

ଶ୍ମଶ୍ରୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ଶ୍ମନ୍= ମୁଖ+ଶ୍ରି ଧାତୁ= କର୍ତ୍ତଉ, ଯାହା ମୁଖକୁ ଆଶ୍ରୟ କରେ)

[ସମ୍ପାଦନା]
୧. ଦାଢ଼ି —୧. Beard.
୨. ମୁଖ ରୋମ; ମୁଛ ଓ ଦାଢ଼ି —୨. Mustaches and brerd.