Jump to content

ଶ୍ମଶ୍ରୁ ମଣ୍ଡିତ

ଉଇକିଅଭିଧାନ‌ରୁ

ଶ୍ମଶ୍ରୁ ମଣ୍ଡିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ତୃତୀୟା ତତ୍, ଶ୍ମଶ୍ରୁ+ମଣ୍ଡିତ)

[ସମ୍ପାଦନା]
୧. ଦାଢ଼ିଦ୍ୱାରା ଶୋଭିତ (ମୁଖ) —୧. (Face) Adorned with a beard.
୨. ଶ୍ମଶ୍ରୁଳ — ୨. Bearded.