Jump to content

ଶ୍ମଶ୍ରୁ ମୁଖ

ଉଇକିଅଭିଧାନ‌ରୁ

ଶ୍ମଶ୍ରୁ ମୁଖ

ଉଚ୍ଚାରଣ

[ସମ୍ପାଦନା]
(ଶ୍ମଶ୍ରୁମୁଖୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି, ଶ୍ମଶ୍ରୁ ଅଛି ମୁଖରେ ଯାହାର)

[ସମ୍ପାଦନା]

ଦାଢ଼ିଆ —Bearded; having beard

[ଦ୍ରଷ୍ଟବ୍ୟ —ସାଧାରଣତଃରପୁରୁଷ ମାନେ ଯୁବାବସ୍ଥାରେ ପଦାର୍ପଣ କଲେ ସେମାନଙ୍କର ଶ୍ମଶ୍ରୁ ଜନ୍ମେ, କିନ୍ତୁ କ୍ୱଚିତ୍ ସ୍ତ୍ରୀମାନଙ୍କ ମୁଖରେ ଶ୍ମଶ୍ରୁ ଦେଖାଯାଏ; ସ୍ତ୍ରୀମାନଙ୍କରଠାର ଏହା ଅସ୍ୱାଭାବିକ]