ଶ୍ରଦ୍ଧା
ଦେଖଣା
ଶ୍ରଦ୍ଧା
ଉଚ୍ଚାରଣ
[ସମ୍ପାଦନା]ଶ୍ରଧା, ଶରଧା,ଶାଦ,ଶଧ, ଶାଧଦେ—ରୂପମାନ
(ଅଶୁଦ୍ଧା—ବିପରୀତ)
ଅନୁବାଦ
[ସମ୍ପାଦନା]ଶ୍ରଦ୍ଧା
|
ସଂସ୍କୃତ - ବି— (ଶ୍ରତ୍=ଭକ୍ତି+ଧା ଧାତୁ= ଧରଣ କରିବା+ ଭାବ ଅ+ଆ)
[ସମ୍ପାଦନା]- ୧. ଚିତ୍ତ ପ୍ରସନ୍ନତା —୧. Peace of mind.
- ୨. ମନର ନିର୍ମଳତା —୨. Purity of mind.
- ୩. ଭକ୍ତି; ସମ୍ମାନ — ୩ . Devotion; respect; homage; reverence
- ୪. ନିଷ୍ଠା; ଦୃଢ଼ବିଶ୍ୱାସ —୪. Implicitfaith; confidence.
- ୫. ବିଶ୍ୱାସ; ପ୍ରତ୍ୟୟ —୫. Faith;trust.
- ୬. ସ୍ନେହ —୫. Affection; attachment.
- ୭. ଆଦର —୭. Fondness.
- ୮. ସ୍ପୃହା; ଇଚ୍ଛା —୮. Desire; liking; inclination.
- ୯. ଗର୍ଭଣୀର ସଧ; ସାଧ —୨. A pregnant woman's hankering after some dainty or food.
- ୧. ସମାଦାର —୧୦. Respectful conduct or treatment
[ଦ୍ରଷ୍ଟବ୍ୟ — ସଂସ୍କୃତରେ ଶ୍ରଦ୍ଧା ଓ ଭକ୍ତ devotion) ଏକାର୍ଥ ବୋଧକ
ପିତୃଲୋକଙ୍କ ପ୍ରତି ଶ୍ରଦ୍ଧା ଯୋଗୁଁ କରାଯିବା ପିଣ୍ଡ— ଦାନାଦି କ୍ରିୟାକୁ ଶ୍ରାଦ୍ଧ ବୋଲାଯାଏ କିନ୍ତୁଭାଷାରେ ଶ୍ରଦ୍ଧା, ଶ୍ରଧା,ଶରଧା, ଅପତ୍ୟାଦିଙ୍କ ପ୍ରତି ବାତ୍ସଲ୍ୟ (Affection), କୌଣସି ବସ୍ତୁପ୍ରତିଆଦର (Liking; desire for a thing) ଓ ଆଦରପୂର୍ଣ୍ଣ ବ୍ୟବହାର (Fond treament)ପ୍ରଭୃତି ଅର୍ଥ ବୁଝାଏ]
ଦେଶଜ - ବି
[ସମ୍ପାଦନା]ସ୍ତ୍ରୀଲୋକଙ୍କ ନାମ —A name given to females.