ଶ୍ରଦ୍ଧାର୍ହ
(ଶ୍ରଦ୍ଧାର୍ହା—ସ୍ତ୍ରୀ)
ଶ୍ରଦ୍ଧାସ୍ପଦ; ଅନ୍ୟ ବ୍ୟକ୍ତିଠାରୁ ଶ୍ରଦ୍ଧା ବା ସମ୍ମାନ ପାଇବାର ଯୋଗ୍ୟ; ଯାହାଙ୍କୁ ଭକ୍ତି କରିବା ଉଚିତ —Reverend; venerable; deserving of regard.