ଶ୍ରଦ୍ଧାସ୍ପଦ
ଦେଖଣା
ଶ୍ରଦ୍ଧାସ୍ପଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (୬ଷ୍ଠୀତତ୍; ଶ୍ରଦ୍ଧା+ଅସ୍ପଦ=ସ୍ଥାନ)
[ସମ୍ପାଦନା]- ୧. ଶ୍ରଦ୍ଧାର୍ହ (ଦେଖ) - — ୧.Ṡraddharha (See)
- ୨. ଯାହାଙ୍କୁ ଶ୍ରଦ୍ଧା କରାଯାଏ —୨. Object of reverence or regard.
[ଦ୍ରଷ୍ଟବ୍ୟ — କେହି କେହି ଶ୍ରଦ୍ଧାପାତ୍ର , ଶ୍ରଦ୍ଧାସ୍ଫଦ, ଶ୍ରଦ୍ଧାଭାଜନ ଆଦିଶବ୍ଦ ପୁରୁଷ ଓ ସ୍ତ୍ରୀମାନଙ୍କ ପ୍ରତି ବ୍ୟବହାର କରନ୍ତି]