ଶ୍ରଦ୍ଧା କରିବା
ଦେଖଣା
ଶ୍ରଦ୍ଧା କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଶ୍ରଦ୍ଧା କରିବା
|
ଦେଶଜ - କ୍ରି
[ସମ୍ପାଦନା]- ୧. ଭକ୍ତିକରିବା; ସମ୍ନାନ କରିବା — ୧. To revere.
- ୨. ଭକ୍ତିପୂର୍ବକ ସମ୍ମାନ ଦେଖାଇବା —୨. To pay homage to; to treat with reverence
- ୩. ସୁଖ ପାଇବା — ୩. To like.